ଯାଜପୁରରେ ବିଜେଡିର ଜବରଦସ୍ତ ବିଜୟ । ତୃତୀୟ ଥର ପାଇଁ ହ୍ୟାଟ୍ରିକ୍ ମାରିଲେ ହେଭିୱେଟ୍ ବବି ଦାସ ।

ଯାଜପୁରରେ ବିଜେଡିର ଜବରଦସ୍ତ ବିଜୟ । ତୃତୀୟ ଥର ପାଇଁ ହ୍ୟାଟ୍ରିକ୍ ମାରିଲେ ହେଭିୱେଟ୍ ବବି ଦାସ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ନିଜ କବଜାକୁ ନେଉଛି ବିଜୁ ଜନତା ଦଳ । ଏହି ପରିପ୍ରେକ୍ଷୀରେ ଯାଜପୁର ଆସନକୁ ପୁଣି ଥରେ ବିଜେଡି ଅକ୍ତିଆର କରିଛନ୍ତି । ଆଉ ପୁଣି ତୃତୀୟ ଥର ପାଇଁ ଯାଜପୁରବାସୀଙ୍କ ଭରସା ଜିତି ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ଯାଜପୁର ବିଧାନସଭା ଆସନରୁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କୁ ୪୦୬୮୭ ଭୋଟ୍ ବ୍ୟବଧାନରେ ପରାସ୍ତ କରି ତୃତୀୟ ଥର ପାଇଁ ବିଧାୟକ ବନିଛନ୍ତି ବିଜେଡିର ହେଭିୱେଟ୍ ନେତା ପ୍ରଣବ ପ୍ରକାଶ ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe