କନକ ବ୍ୟୁରୋ : ଗୁରୁଗ୍ରାମରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦ୍ରାପଡାର ଜଣେ ଶ୍ରମିକଙ୍କ ମରଶୀରରକୁ ନିଜ ଗାଁକୁ ପଠାଇବା ପାଇଁ ଓଡିଶା-ମୋ ପରିବାର ସମସ୍ତ ପକ୍ଷରୁ ବ୍ୟବସ୍ଥା କରିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ପ୍ରମୋଦ ପରିଡା ଗୁରୁଗ୍ରାମରେ ରହି ପାଣିମିସ୍ତ୍ରୀ କାମ କରୁଥିଲେ । ଗତ ୧ତାରିଖରେ ଡିଏଲଏଫ କମ୍ପାନୀର ଏକ ନିର୍ମାଣାଧୀନର ଛାତ ଉପରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା ।
ତାଙ୍କର ମଲଶରୀରର ବ୍ୟବଚ୍ଛେଦ ପରେ ଏହାକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ତେବେ ଅର୍ଥାଭାବ ଯୋଗୁଁ ଗାଁକୁ ମରଶରୀର ନେବାରେ ଅସୁବିଧା ରହିଥିଲା । ଏହାକୁ ଗୁରୁତ୍ୱ ଦେଇ ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚି ଶବକୁ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/4-8.jpg)