କନକ ବ୍ୟୁରୋ : ବିକାଶ ଚାହୁଁଛି ଲାଲଗଡ । ନୁତନ ଗ୍ରାମ ପଂଚାୟତ ସହ ମୌଳିକ ସୁବିଧା ଦାବୀ ନେଇ ଲାଲଗଡରେ ରଣହୁଁକାର ଦେଇଛନ୍ତି ୧୭ଟି ଗାଁର ଲୋକେ । ମାଲକାନଗିରି ଜିଲ୍ଲାର ଅନ୍ୟତମ ବିଚ୍ଛିନ୍ନାଂଚଳ ଭାବେ ପରିଚିତ ନାକାମାମୁଡି ପଂଚାୟତର ୧୭ ଖଣ୍ଡ ଗାଁର ଲୋକେ ବାୟାପଡାରେ ନୁତନ ଗ୍ରାମ ପଂଚୟାତ କାର୍ଯ୍ୟାଳୟ ସାଙ୍ଗକୁ ଅଂଚଳରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଡାକ୍ତରଖାନା, ପାନୀୟ ଜଳ ଆଦି ମୌଳିକ ସୁବିଧା ଦାବୀ ନେଇ ବାୟାପଡାରେ ଏକାଠି ହୋଇଥିଲେ ହଜାର ହଜାର ଲୋକେ ।
ବିକାଶ ଚାହୁଁଛି ଲାଲଗଡ : ନୂତନ ପଞ୍ଚାୟତ ଗଠନ ଦାବିରେ ଲାଲଗଡ଼ରେ ୧୭ ଟି ଗାଁ ଲୋକଙ୍କ ରଣହୁଙ୍କାର
/kanak/media/post_attachments/wp-content/uploads/2021/04/13-13.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)