କନକ ବ୍ୟୁରୋ : ପ୍ରଶ୍ନକାଳରେ ବିରୋଧୀଙ୍କୁ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ତେରଚ୍ଛା ବାଣ । ମୁମ୍ବାଇରେ ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରୁଛନ୍ତି । ଓଡିଶାକୁ ପୁଞ୍ଜି ନିବେଶ ପାଇଁ ଆଲୋଚନା କରୁଛନ୍ତି । ୧୦ଲକ୍ଷ କୋଟି ଟଙ୍କାର ଇଣ୍ଟଣ୍ଡ ଇନଭେଷ୍ଟମେଣ୍ଟ ଆସିଛି । ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ, ନିଯୁକ୍ତି ସୃଷ୍ଟି ମୂଳ ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ, ନହେଲେ ପାପ ଲାଗିବ ବୋଲି ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି ।

Advertisment