ଏଟି ମୁଖ୍ୟ ପ୍ରଦୀପ ସେଠୀ

Advertisment
ଏଟି ମୁଖ୍ୟ ପ୍ରଦୀପ ସେଠୀ

ଏଟି ଗ୍ର୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କଠାରୁ ମନ୍ତ୍ରୀ ସଂଜୟ ଦାସବର୍ମା ଏକ ପାଜେରୋ ଗାଡି ନେଇଥିବା ଅଭିଯୋଗ ହେବା ଏବଂ ଏହି ପ୍ରସଙ୍ଗରେ ସିବିଆଇ ତାଙ୍କୁ ସମନ କରିବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା । ଅନ୍ୟପଟେ ଏନେଇ ବିଜେଡି ତାର ଆଭିମୁଖ୍ୟ ରଖି କହିଥିଲା- ସଂଜୟ ଦାସବର୍ମାକୁ ରାଜନୈତିକ ଆକ୍ରୋସ ରଖି ଏଭଳି ପ୍ରୟାସ କରାଯାଇଛି । ତେବେ ଏ ସଂପର୍କରେ ନିଜର ପ୍ରତିକ୍ରିୟାରେ କଣ କହିଛନ୍ତି ଏଟି ମୁଖ୍ୟ ପ୍ରଦୀପ ସେଠୀ ! କନକ ନୁ୍ୟଜ୍ ଏକ୍ସକ୍ଲୁସିଭ୍ରେ ଶୁଣନ୍ତୁ ପ୍ରଦୀପଙ୍କୁ :

              

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe