କୃଷିମନ୍ତ୍ରୀ ଜାଣିନାହାଁନ୍ତି, କାହିଁକି ମରୁଛି ଚାଷୀ : ୧୬ ବର୍ଷରେ ୧୯୪୫ ଜଣ ହାରିଛନ୍ତି ଜୀବନ

Advertisment
କୃଷିମନ୍ତ୍ରୀ ଜାଣିନାହାଁନ୍ତି, କାହିଁକି ମରୁଛି ଚାଷୀ : ୧୬ ବର୍ଷରେ ୧୯୪୫ ଜଣ ହାରିଛନ୍ତି ଜୀବନ

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ଝଡ ଥମୁ ନଥିବାବେଳେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଗୃହରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ପ୍ରଦାନ କରିଛନ୍ତି । ଏହି ତଥ୍ୟ ଆଧାରରେ, ଗତ ୧୧ ବର୍ଷ ମଧ୍ୟରେ ରାଜ୍ୟରେ ୧୯୪୫ ଚାଷୀ ଆତ୍ମହତ୍ୟା କରିଛନ୍ତି । ହେଲେ ଏମାନେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ସେ ନେଇ କୃଷି ବିଭାଗ ପାଖରେ ତଥ୍ୟ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe