କନକ ବ୍ୟୁରୋ : ବରଗଡ଼ ଚାଷୀ ଆତ୍ମହତ୍ୟା ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥି । ସେ ଦେଇଥିବା ରିପୋର୍ଟ ମନଗଢା ରିପୋର୍ଟ କି ବ୍ୟକ୍ତିଗତ ରିପୋର୍ଟ ନୁହେଁ ଏହା ଜିଲ୍ଲାପାଳଙ୍କ ତଥ୍ୟ ଭିତିକ ରିପୋର୍ଟ ବୋଲି ମହାରଥି କହିଛନ୍ତି ।
ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ସେ ସଂପୂର୍ଣ୍ଣ ଅନୁସଂନ୍ଧାନ କରି ରିପୋର୍ଟ ଦେଇଛନ୍ତି । ଯଦି ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଘଟଣାସ୍ଥଳକୁ ଯାଇନାହାଁନ୍ତି ତେବେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଜିଲ୍ଲାପାଳଙ୍କୁ ପୁନଃ ଅନୁସନ୍ଧାନ କରିବା ପାଇଁ ନିର୍ଦେଶ ଦେବି ବୋଲି କୃଷିମନ୍ତ୍ରୀ କହିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/farmer-issue.jpg)