କୋଇଲା ସଙ୍କଟର ପ୍ରଭାବ: ୨୧୦ ମେଗାୱାଟକ ଗୋଟିଏ ୟୁନିଟ ବନ୍ଦ କଲା ଓପିଜିସି; ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ଆଶଙ୍କା

Advertisment
କୋଇଲା ସଙ୍କଟର ପ୍ରଭାବ: ୨୧୦ ମେଗାୱାଟକ ଗୋଟିଏ ୟୁନିଟ ବନ୍ଦ କଲା ଓପିଜିସି; ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ଆଶଙ୍କା

କନକ ବ୍ୟୁରୋ: ଓପିଜିସିରେ ଉତ୍କଟ ହୋଇଛି କୋଇଲା ସଙ୍କଟ । ୨୧୦ ମୋଗାୱାଟ ବିଶିଷ୍ଟ ଗୋଟିଏ ୟୁନିଟକୁ ବନ୍ଦ କରିଦେଇଛି ଝାରସୁଗୁଡା ବନହରପାଲିସ୍ଥିତ ଓପିଜିସି । ପ୍ରଥମେ ଓପିଜିସିକୁ ଏମସିଏଲ ୨୪ ହଜାର ମେଟ୍ରିକ ଟନ କୋଇଲା ଦେଉଥିଲା ।  ହେଲେ ବର୍ତ୍ତମାନ ୧୦ ହଜାର ମେଟ୍ରିକ ଟନ କୋଇଲା ଦେଉଛି । ତେଣୁ ଫଳରେ ବିଜୁଳି ଉତ୍ପାଦନରେ ସଙ୍କଟ ଉପୁଜିଛି । ଏବଂ ୨ଶହ ୧୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe