କନକ ବ୍ୟୁରୋ: ଓପିଜିସିରେ ଉତ୍କଟ ହୋଇଛି କୋଇଲା ସଙ୍କଟ । ୨୧୦ ମୋଗାୱାଟ ବିଶିଷ୍ଟ ଗୋଟିଏ ୟୁନିଟକୁ ବନ୍ଦ କରିଦେଇଛି ଝାରସୁଗୁଡା ବନହରପାଲିସ୍ଥିତ ଓପିଜିସି । ପ୍ରଥମେ ଓପିଜିସିକୁ ଏମସିଏଲ ୨୪ ହଜାର ମେଟ୍ରିକ ଟନ କୋଇଲା ଦେଉଥିଲା । ହେଲେ ବର୍ତ୍ତମାନ ୧୦ ହଜାର ମେଟ୍ରିକ ଟନ କୋଇଲା ଦେଉଛି । ତେଣୁ ଫଳରେ ବିଜୁଳି ଉତ୍ପାଦନରେ ସଙ୍କଟ ଉପୁଜିଛି । ଏବଂ ୨ଶହ ୧୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।
କୋଇଲା ସଙ୍କଟର ପ୍ରଭାବ: ୨୧୦ ମେଗାୱାଟକ ଗୋଟିଏ ୟୁନିଟ ବନ୍ଦ କଲା ଓପିଜିସି; ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ଆଶଙ୍କା
/kanak/media/post_attachments/wp-content/uploads/2019/10/OPGC.jpg)