କୋଇଲା ସଙ୍କଟର ପ୍ରଭାବ: ୨୧୦ ମେଗାୱାଟକ ଗୋଟିଏ ୟୁନିଟ ବନ୍ଦ କଲା ଓପିଜିସି; ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ଆଶଙ୍କା

୨୪ ହଜାର ବଦଳରେ ଏମସିଏଲ ଦେଉଛି ୧୦ ହଜାର ମେଟ୍ରିକ ଟନ୍

215

କନକ ବ୍ୟୁରୋ: ଓପିଜିସିରେ ଉତ୍କଟ ହୋଇଛି କୋଇଲା ସଙ୍କଟ । ୨୧୦ ମୋଗାୱାଟ ବିଶିଷ୍ଟ ଗୋଟିଏ ୟୁନିଟକୁ ବନ୍ଦ କରିଦେଇଛି ଝାରସୁଗୁଡା ବନହରପାଲିସ୍ଥିତ ଓପିଜିସି । ପ୍ରଥମେ ଓପିଜିସିକୁ ଏମସିଏଲ ୨୪ ହଜାର ମେଟ୍ରିକ ଟନ କୋଇଲା ଦେଉଥିଲା ।  ହେଲେ ବର୍ତ୍ତମାନ ୧୦ ହଜାର ମେଟ୍ରିକ ଟନ କୋଇଲା ଦେଉଛି । ତେଣୁ ଫଳରେ ବିଜୁଳି ଉତ୍ପାଦନରେ ସଙ୍କଟ ଉପୁଜିଛି । ଏବଂ ୨ଶହ ୧୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.