ଅଧିକ ଦିନ ରହୁନାହିଁ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ;  ଦୁଇ ତିନି ଦିନ ପରେ ପଚି ନଷ୍ଟ ହୋଇଯାଉଛି , ଚିନ୍ତାରେ ଗୋଦାମ ମାଲିକ 

Advertisment
ଅଧିକ ଦିନ ରହୁନାହିଁ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ;  ଦୁଇ ତିନି ଦିନ ପରେ ପଚି ନଷ୍ଟ ହୋଇଯାଉଛି , ଚିନ୍ତାରେ ଗୋଦାମ ମାଲିକ 

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଆଳୁ ଅପେକ୍ଷା ୟୁପି ଆଳୁ ଅଧିକ ଦିନ ରହୁନାହିଁ। ଓଡ଼ିଶାର ଆଳୁ ଅଭାବ ଦୂର କରିବାକୁ ରାଜ୍ୟ ସରକାର ଏବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। କିନ୍ତୁ ବଡ କଥା ହେଉଛି କି ଯେ ୟୁପି ଆଳୁ ଅଧିକ ଦିନ ରହୁ ନାହିଁ। ୨-୩ ଦିନ ପରେ ଆଳୁ ପଚି ନଷ୍ଟ ହୋଇଯାଉଛି। ଯେଉଁ ଆଳୁ ଗୁଡିକ ୟୁପି ରୁ ଆସୁଛି ସେଗୁଡ଼ିକ ଆସିବା ସମୟରେ ଗୋଟିଏ ଅଖାରେ ଦୁଇ ରୁ ତିନି କିଲୋ ଆଳୁ ନଷ୍ଟ ହେଇଯାଉଛି ବୋଲି କହିଛନ୍ତି ଗୋଦାମ ମାଲିକ। କିନ୍ତୁ ପଶ୍ଚିମବଙ୍ଗ ଆଳୁ ଅଧିକ ଦିନ ରହୁଥିଲା । ତେଣୁ ୟୁପି ଆଳୁକୁ ନେଇ ଏବେ ଚିନ୍ତାରେ ଗୋଦାମ ମାଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe