ପଂଚାୟତ ନିର୍ବାଚନରେ ପ୍ରଚାର କରୁଛନ୍ତି ପୋଷ୍ଟ ମାଷ୍ଟର : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଆସିଲା ଦୃଶ୍ୟ

Advertisment
ପଂଚାୟତ ନିର୍ବାଚନରେ ପ୍ରଚାର କରୁଛନ୍ତି ପୋଷ୍ଟ ମାଷ୍ଟର : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଆସିଲା ଦୃଶ୍ୟ

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ପ୍ରଚାର କରୁଛନ୍ତି ପୋଷ୍ଟ ମାଷ୍ଟର । ମାଲାକନଗିରି ଜିଲ୍ଲା ସ୍ୱିଭିମାନ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସ୍ୱାଭିମାନ ଅଂଚଳର ପାପେରମେଟଲା ପୋଷ୍ଟ ମାଷ୍ଟର ପିତାମ୍ବର ଖେମୁଡୁ ବିଜେଡି ପାଇଁ ଭୋଟ ମାଗିବାରୁ ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି ।

ଏପଟେ ମାଲକାନଗିରି ଜିଲ୍ଲାର ଜଣେ ଶିକ୍ଷକ, ଜଣେ ଏଏସଆଇଙ୍କ ସହ ଅନେକ ସରକାରୀ କର୍ମଚାରୀ ଖୁଲାମ ଖୋଲା ଶାସକ ଦଳ ପାଇଁ ପ୍ରଚାର କରୁ ଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏଥିସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe