କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ପ୍ରଚାର କରୁଛନ୍ତି ପୋଷ୍ଟ ମାଷ୍ଟର । ମାଲାକନଗିରି ଜିଲ୍ଲା ସ୍ୱିଭିମାନ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସ୍ୱାଭିମାନ ଅଂଚଳର ପାପେରମେଟଲା ପୋଷ୍ଟ ମାଷ୍ଟର ପିତାମ୍ବର ଖେମୁଡୁ ବିଜେଡି ପାଇଁ ଭୋଟ ମାଗିବାରୁ ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି ।
ଏପଟେ ମାଲକାନଗିରି ଜିଲ୍ଲାର ଜଣେ ଶିକ୍ଷକ, ଜଣେ ଏଏସଆଇଙ୍କ ସହ ଅନେକ ସରକାରୀ କର୍ମଚାରୀ ଖୁଲାମ ଖୋଲା ଶାସକ ଦଳ ପାଇଁ ପ୍ରଚାର କରୁ ଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏଥିସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/vlcsnap-2022-02-08-13h34m53s340.png)