ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚିତ ଡାକ ପିଅନ ଉପାଖ୍ୟାନ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଣ୍ଡ ଖେଳାଇ କେନ୍ଦ୍ରକୁ ନିଜଆଡୁ ଚିଠି ଲେଖୁଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି ଡାକ ପିଅନ କହିଥିଲେ ବିଜେଡି ନେତା । ତେବେ ଏହାକୁ ସ୍ୱାଗତ କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ୪ କୋଟି ଓଡିଶାବାସୀଙ୍କ ପାଇଁ ଡାକ ପିଅନ ହେବାକୁ ସେ ପ୍ରସ୍ତୁତ । ତେବେ ଡାକ ପିଅନ ଉପାଖ୍ୟାନକୁ ନେଇ ଦେଖନ୍ତୁ ବିଗ୍ ଡିବେଟର ଏହି ଏପିସୋଡ ଡାକ ପିଅନ ପଲିଟିକ୍ସ ।
ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ : -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/Capture-10.png)