କନକ ବ୍ୟୁରୋ: ଇଭି ଗାଡି ଗ୍ରାହକଙ୍କ ପାଇଁ ଖୁସି ଖବର । ୬ ହଜାର ଟଙ୍କା ଦାମ୍ କମିଲା ପିଓର ଇଭି ଗାଡି । ଦିନକୁ ଦିନ ଇଭି ଗାଡିର ଚାହିଦା ବଢୁଥିବା ବେଳେ ଏବେ ପିଓର ଇଭି କମ୍ପାନୀ ପକ୍ଷରୁ ଗାଡିର ଦାମ୍ ୬ ହଜାର ଟଙ୍କା କମ୍ କରାଯାଇଛି । ୭୬,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ପିଓର ଇଭି ଗାଡିର ବିଭିନ୍ନ ମଡେଲ ଗାଡିର ଦାମ୍ ୬ ହଜାର ଟଙ୍କା କମିଛି । ଗ୍ରାହକଙ୍କୁ ଇଭି ଗାଡି କିଣିବା ପାଇଁ ଆକର୍ଷିତ କରିବାକୁ କଟକ ଯୋବ୍ରା ସ୍ଥିତ ଇଭି ଓ୍ବାର୍ଲଡ, ଭୁବନେଶ୍ୱର, ରାଉରକେଲା ଏବଂ ବ୍ରହ୍ମପୁରରେ ଥିବା ସୋରୁମରେ ଏହି ଅଫର୍ ଉପଲବ୍ଧ ହେବା ସହ ଗ୍ରାହକଙ୍କ ପାଇଁ ଏହି ଗାଡି କିଣିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ତେଣୁ ଏହି ଗାଡି କିଣିବାକୁ ଚାହୁଁଥିବା ଗ୍ରାହକମାନେ ଡେରି ନକରି ସୋରୁମକୁ ଆସି ଗାଡି କିଣିବା ସହ ଏହି ସୁବିଧାର ଲାଭ ଉଠାଇପାରିବେ ।ଏବେ ହିଁ ଯୋଗାଯୋଗ କରନ୍ତୁ 9777620077 ଏବଂ ଟେଷ୍ଟ ଡ୍ରାଇଭର ମଜା ନିଅନ୍ତୁ I
ଇଭି ଗାଡି ଗ୍ରାହକଙ୍କ ପାଇଁ ଖୁସି ଖବର । ୬ ହଜାର ଟଙ୍କା ଦାମ୍ କମିଲା ପିଓର ଇଭି ଗାଡି ।
/kanak/media/post_attachments/wp-content/uploads/2023/04/WhatsApp-Image-2023-04-10-at-2.37.44-PM.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)