ମାତ୍ର ୨ ସପ୍ତାହରେ ତିଆରି ହେଲା ଡ଼ାକ୍ତରଖାନା : ସ୍ୱାଭିମାନ ଅଂଚଳବାସୀଙ୍କୁ ମିଳିଲା ୨ କୋଟି ମୂଲ୍ୟର ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

Advertisment
ମାତ୍ର ୨ ସପ୍ତାହରେ ତିଆରି ହେଲା ଡ଼ାକ୍ତରଖାନା : ସ୍ୱାଭିମାନ ଅଂଚଳବାସୀଙ୍କୁ ମିଳିଲା ୨ କୋଟି ମୂଲ୍ୟର ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

କନକ ବ୍ୟୁରୋ : ମାତ୍ର ଦୁଇ ସପ୍ତାହରେ ତିଆରି ହେଲା ଡାକ୍ତରଖାନା । ସ୍ୱାଭିମାନ ଅଂଚଳବାସୀଙ୍କ ପାଇଁ ୨ କୋଟି ଟଙ୍କା ମୂଲ୍ୟରେ ଏକ ୫୦ ଶର୍ଯ୍ୟା ବିଶିଷ୍ଠ ଡାକ୍ତରଖାନା ନିର୍ମାଣ କରିଛି ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ । ଚେହ୍ନାଇ ଆଆଇଟି ପକ୍ଷରୁ ଏହି ପୋର୍ଟେବୁଲ ହେଲଥ୍ ସେଂଟରଟି ନିର୍ମାଣ କରାଯାଇଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe