ଗିରଫ ହେଲା ଚର୍ଚ୍ଚିତ ୟୁଟ୍ୟୁବର ଅନଟାଲେଣ୍ଟେଡ୍ ଗାୟ : କମେଣ୍ଟ ଘଟଣାକୁ ନେଇ ହୋଇଥିଲା ଗୁଳିମାଡ

Advertisment
ଗିରଫ ହେଲା ଚର୍ଚ୍ଚିତ ୟୁଟ୍ୟୁବର ଅନଟାଲେଣ୍ଟେଡ୍ ଗାୟ : କମେଣ୍ଟ ଘଟଣାକୁ ନେଇ ହୋଇଥିଲା ଗୁଳିମାଡ

କନକ ବ୍ୟୁରୋ : ୨୪ ତାରିଖ ଅପରାହ୍ନରେ ରେମୁଣା ଗୋଲେଇ ନିକଟରେ ହୋଇଥିବା ଗୁଳିମାଡ଼ ଓ ଜଣେ ଗୁରୁତର ହେବା ଘଟଣା । ଆଜି ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟେ ବନ୍ଧୁକ, ଗୁଳି, ବାଇକ, ସ୍କୁଟି ଓ ୭ଟି ମୋବାଇଲ ଜବତ ହୋଇଛି । ଗୁଳି ମାରିଥିବା ମୁଖ୍ୟ ଅଭିଯୁକ୍ତ ଜଣେ ପରିଚିତ ୟୁଟ୍ୟୁବର ଯାହାର ନାମ ଅନଟାଲେଣ୍ଟେଡ୍ ଗାୟ । ସୋସିଆଲ ମିଡିଆରେ ଗାଳି କରିଥାଏ ଏହି ୟୁଟ୍ୟୁବର । ସୋସିଆଲ ମିଡିଆରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଗୁଳି ଫୁଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe