କନକ ବ୍ୟୁରୋ : ଘୋଷଣା ହେଲା ଛାତ୍ର ବିଜେଡି ସଭାପତିଙ୍କ ନାଁ । ଇପ୍ସିତା ସାହୁ ହେଲେ ଛାତ୍ର ବିଜେଡି ସଭାପତି । ବିଜେଡି ସଭାପତି ଇପ୍ସିତାଙ୍କୁ ଦେଲେ ଦାୟିତ୍ୱ । ୪ ନେତାଙ୍କୁ ବିଜେଡି ଛାତ୍ର ବ୍ୟାପାର ଦାୟିତ୍ୱ । ଦେବାଶିଷ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ୱାଳଙ୍କୁ ମିଳିଛି ଦାୟିତ୍ୱ ।
ଇପ୍ସିତା ସାହୁ ହେଲେ ଛାତ୍ର ବିଜେଡି ସଭାପତି
ବିଜେଡି ସଭାପତି ଇପ୍ସିତାଙ୍କୁ ଦେଲେ ଦାୟିତ୍ୱ । ୪ ନେତାଙ୍କୁ ବିଜେଡି ଛାତ୍ର ବ୍ୟାପାର ଦାୟିତ୍ୱ । ଦେବାଶିଷ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ୱାଳଙ୍କୁ ମିଳିଛି ଦାୟିତ୍ୱ ।
/kanak/media/media_files/2025/08/26/student-bjd-president-2025-08-26-18-26-01.jpg)