ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଇନ୍‌ଭେଷ୍ଟର୍ସ ମିଟ୍ ସମ୍ମିଳନୀରେ ଦେବେ ଯୋଗ

Advertisment

ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ଓ ଶିଳ୍ପ ବିଭାଗର ଟିମ ବି ନିବେଶକ ସମ୍ମିଳନୀରେ ସାମିଲ ହେବେ । ଆଜି କୋଲକାତାରୁ ହେବାକୁ ଅଛି ଇନଭେଷ୍ଟର୍ସ ମିଟ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ଓ ଶିଳ୍ପ ବିଭାଗର ଟିମ ବି ନିବେଶକ ସମ୍ମିଳନୀରେ ସାମିଲ ହେବେ । ଆଜି କୋଲକାତାରୁ ହେବାକୁ ଅଛି ଇନଭେଷ୍ଟର୍ସ ମିଟ ।

Mohan Majhi

Mohan Majhi Photograph: (Kanak News)

କନକ ବ୍ୟୁରୋ : ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ଓ ଶିଳ୍ପ ବିଭାଗର ଟିମ ବି ନିବେଶକ ସମ୍ମିଳନୀରେ ସାମିଲ ହେବେ । ଆଜି କୋଲକାତାରୁ ହେବାକୁ ଅଛି ଇନଭେଷ୍ଟର୍ସ ମିଟ ।

ଅଧିକ ପଢ଼ନ୍ତୁ : ଗଞ୍ଜାମରେ EDର ବଡ଼ ଚଢ଼ାଉ; ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ

ଉଦ୍ୟୋଗୀଙ୍କ ସହ ନିବେଶକୁ ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ନୂତନ ପୁଞ୍ଜି ନିବେଶ ଓ ଶିଳ୍ପ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହା ପୂର୍ବରୁ ହାଇଦ୍ରାବାଦରେ ଗତ ଡିସେମ୍ବର ମାସରେ ଇନଭେଷ୍ଟର୍ସ ମିଟ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe