ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଜୁ ଯୁବ ଜନତା ଦଳର ୪ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା । ବିଜୁ ଯୁବ ଜନତା ଦଳର ୨ ସେକ୍ରେଟାରୀ ଜେନେରାଲଙ୍କ ନାଁ ଘୋଷଣା । ଏହାସହିତ ୧୫ ବରିଷ୍ଠ ଉପସଭାପତି ଓ ୫୩ ଜଣ ସଭାପତିଙ୍କ ନାଁ ଘୋଷଣା କଲା ଦଳ । ଏହାସହ ମୋଟ ୮୫ ଜଣ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା ହେଲା ।
ବିଜେଡି କଲା ବଡ଼ ଘୋଷଣା: ଦେଖନ୍ତୁ, LIVE ଭିଡିଓ...
Advertisment
Follow Us