କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପୁଣି ମୁଣ୍ଡ ଟେକିଛି ସାମ୍ପ୍ରଦାୟିକ ହିଂସା । ମୋମିନପୁରରେ ହୋଇଥିବା ହିଂସା ଘଟଣାକୁ ନେଇ ରାଜ୍ୟରାଜନୀତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ଟିଏମସି । ଘଟଣା ବାବଦରେ ଗୃହମନ୍ତ୍ରାଳୟକୁ ଚିଠି ଲେଖିଛି ପଶ୍ଚିମବଙ୍ଗ ପ୍ରଦେଶ ବିଜେପି । ମୋମିନପୁରରେ କେନ୍ଦ୍ରୀୟଦଳ ମୃତୟନ କରିବାକୁ ଚିଠିରେ ଦାବି କରାଯାଇଛି । ସେପଟେ ଦଳ ସୋମବାର ବିଜେପିନେତାମାନେ ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରି ଟିଏମସି ବିରୋଧରେ ପ୍ରଦର୍ଶନ କରିଛି ।
ସାମ୍ପ୍ରଦାୟିକ ହିଂସାରେ ଉଠୁଛି ପଡୁଛି ପଶ୍ଚିମବଙ୍ଗ: ମୋମିନପୁର ହିଂସାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣାକୁ ନେଇ ରାଜନୀତି ଆରମ୍ଭ
/kanak/media/post_attachments/wp-content/uploads/2022/10/Mominpur.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)