କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଭିତରେ ମଧ୍ୟପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜନୀତି ପାଇଁ ଚାଷୀଙ୍କୁ ମୋହରା ବନାଯାଉଥିବା କହିଛନ୍ତି ମୋଦୀ । ତେବେ ନୂଆ କୃଷି ଆଇନକୁ ନେଇ ମତ ରଖି କହିଛନ୍ତି ଯେ, କୃଷି ଆଇନ ହଠାତ ଆସିନାହିଁ, ୨୫ ବର୍ଷର କାମକୁ ପୁରା କରୁଛନ୍ତି ସରକାର । ଏବଂ ବର୍ଷ ବର୍ଷ ଧରି ଥିବା ଚାଷୀଙ୍କ ଦାବିକୁ ମଧ୍ୟ ପୁରା କରିଦିଆଯାଇଛି । ଏବଂ ରାତାରାତି ନୂଆ କୃଷି ଆଇନ ଆସିଥିବା ଏଥିପାଇଁ ବର୍ଷ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାର ମନ୍ଥନ କରି ନୂଆ କୃଷି ଆଇନ ଲାଗୁ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
"The numbers I will provide you with, will clear everything up regarding the MSP," says PM Modi at the Kisan Kalyan event pic.twitter.com/cvnYtXuHq9
— ANI (@ANI) December 18, 2020
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/Epgfe6IUcAMP-JV.jpg)