ବିଧାନସଭା ଘେରାଉ ବେଳେ ପୋଲିସ- ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି। କର୍ମୀଙ୍କୁ ଉଠାଇ ନେଲା ପୋଲିସ ।

ବିଧାନସଭା ଘେରାଉ ବେଳେ ପୋଲିସ- ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି। କର୍ମୀଙ୍କୁ ଉଠାଇ ନେଲା ପୋଲିସ ।

କନକ ବ୍ୟୁରୋ: ପୋଲିସ- ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି । ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ଏଭଳି ସ୍ଥିତି ଦେଖାଦେଇଛି । ବିଧାନସଭା ଘେରାଉ ପାଇଁ ଯିବାବେଳେ ପୋଲିସ ସହ କିଛି ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ନବ ଦାସ ହତ୍ୟା ପ୍ରସଙ୍ଗରେ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe