କନକ ବ୍ୟୁରୋ : ପୋଲିସ ଫେରାଇଲା ଚୋରି ସାମଗ୍ରୀ । ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କାର ଚୋରି ସାମଗ୍ରୀ ଫେରାଇଛନ୍ତି ପୋଲିସ କମିଶନର । ୧୪୧ଟି ମୋବାଇଲ ଫୋନ୍, ୧ ଲକ୍ଷ ୧୫ ହଜାର ଟଙ୍କା, ଦୁଇଟି ଦୁଇ ଚକିଆ ଯାନ, ତିନିଟି ୟୁପିଏସ୍, ଦୁଇଟି ପ୍ରିଣ୍ଟର ଏବଂ ଗୋଟିଏ ଲାପଟପ୍ ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି ।
ଚୋରୀ ସାମଗ୍ରୀ ଫେରାଇଲା ପୋଲିସ୍ । ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଫେରାଇଲେ ପୋଲିସ କମିସନର
/kanak/media/post_attachments/wp-content/uploads/2024/04/3-34.jpg)