ଭୁବନେଶ୍ୱରରୁ ଗିରଫ ଛତିଶଗଡ ଶିକାରୀ ! ପଟିଆରୁ ୩ ଶିକାରୀଙ୍କୁ ଅଟକ ରଖିଛି ବନବିଭାଗ

Advertisment
ଭୁବନେଶ୍ୱରରୁ ଗିରଫ ଛତିଶଗଡ ଶିକାରୀ ! ପଟିଆରୁ ୩ ଶିକାରୀଙ୍କୁ ଅଟକ ରଖିଛି ବନବିଭାଗ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଧରା ପଡିଲେ ଛତିଶଗଡି ଶିକାରୀ । ଛତିଶଗଡ ରାଜ୍ୟର ପକ୍ଷୀ ଶିକାରୀ ଓଡିଶାକୁ ଆସି ପକ୍ଷୀ ଶିକାର କରୁଥିବା ବେଳେ ଆଜି ଧରା ପଡିଛନ୍ତି ୩ ଜଣ ଶିକାରୀ । ଭୁବନେଶ୍ୱରର ପଟିଆ ଅଂଚଳରୁ ଏହି ଶିକାରୀମାନେ ଧରା ପଡିଛନ୍ତି ।

ପଟିଆ ଅଂଚଳରେ ପକ୍ଷୀ ଶିକାର ହେଉଥିବା ଖବର ପାଇବା ପରେ ବନବିଭାଗ ଚଢାଉ କରିଥିଲା । ଆଉ ଏହି ଚଢାଉରେ ୧୬ଟି ବିଦେଶୀ ପକ୍ଷୀ ଉଦ୍ଧାର କରିଛି ବନବିଭାଗ । ଏହା ସହ ଛଚ୍ଛିଶଗଡରୁ ଆସିଥିବା ୩ ଜଣ ଶିକାରୀଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe