କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଧରା ପଡିଲେ ଛତିଶଗଡି ଶିକାରୀ । ଛତିଶଗଡ ରାଜ୍ୟର ପକ୍ଷୀ ଶିକାରୀ ଓଡିଶାକୁ ଆସି ପକ୍ଷୀ ଶିକାର କରୁଥିବା ବେଳେ ଆଜି ଧରା ପଡିଛନ୍ତି ୩ ଜଣ ଶିକାରୀ । ଭୁବନେଶ୍ୱରର ପଟିଆ ଅଂଚଳରୁ ଏହି ଶିକାରୀମାନେ ଧରା ପଡିଛନ୍ତି ।
ପଟିଆ ଅଂଚଳରେ ପକ୍ଷୀ ଶିକାର ହେଉଥିବା ଖବର ପାଇବା ପରେ ବନବିଭାଗ ଚଢାଉ କରିଥିଲା । ଆଉ ଏହି ଚଢାଉରେ ୧୬ଟି ବିଦେଶୀ ପକ୍ଷୀ ଉଦ୍ଧାର କରିଛି ବନବିଭାଗ । ଏହା ସହ ଛଚ୍ଛିଶଗଡରୁ ଆସିଥିବା ୩ ଜଣ ଶିକାରୀଙ୍କୁ ମଧ୍ୟ ଅଟକ ରଖାଯାଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Bird.jpg)