ରଥଯାତ୍ରା ପାଇଁ ପୋଲିସର ମକଡ୍ରିଲ । ଏଡିଜି  କଲେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ।

Advertisment
ରଥଯାତ୍ରା ପାଇଁ ପୋଲିସର ମକଡ୍ରିଲ । ଏଡିଜି  କଲେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ।

କନକ ବ୍ୟୁରୋ: ରଥ ଟଣାକୁ ନେଇ ପୋଲିସ ବିଭାଗର ମକଡ୍ରିଲ। ଏଡିଜି ନିଜେ ମକଡ୍ରିଲର କଲେ ସମୀକ୍ଷା। ସୁରକ୍ଷା ବ୍ୟବସ୍ଥାର କଲେ ଅନୁଧ୍ୟାନ। ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯାଇଛି। ତିନୋଟି ପୋଲିସ ଜିପକୁ ତିନୋଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ କରାଯାଇଛି ରଥଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣି ଅଭ୍ୟାସ କରାଯାଇଛି । ଭିଡ଼ ଭିତରେ ରଥ ଗୁଡ଼ିକ କିଭଳି ଟଣାଯିବ ତାଲାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe