କନକ ବ୍ୟୁରୋ: କୁଚିଣ୍ଡାରେ ଟ୍ରେନ ରହଣି ଦାବିରେ ପୋଲିସ-ଜନତା ମୁହାଁମୁହିଁ । ବିକ୍ଷୋଭ ବେଳେ ମୁହାଁମୁହିଁ ପରିସ୍ଥିତି । ମଥରମାଡରେ ଭାଙ୍ଗିଲା ଡିଏସପିଙ୍କ ଗାଡି । ତର୍କ, ପାଟିତୁଣ୍ଡ ଓ ଗଣ୍ଡଗୋଳ ପରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସର ଲାଠି ଚାଳନା । ତେବେ ଏହାରି ମଧ୍ୟରେ ବିକ୍ଷୋଭକାରୀଙ୍କ ପଛର ମାଡରେ ଡିଏସପିଙ୍କ ଗାଡି ଭାଙ୍ଗିଯାଇଛି ।
ଟ୍ରେନ ରହଣି ଦାବିରେ ପୋଲିସ-ଜନତା ମୁହାଁମୁହିଁ। ପଥରମାଡରେ ଭାଙ୍ଗିଲା କୁଚିଣ୍ଡା ଡିଏସପିଙ୍କ ଗାଡି।
/kanak/media/post_attachments/wp-content/uploads/2023/02/3-44.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)