ଆନ୍ଧ୍ର-ଓଡିଶା ସୀମାରେ ପୁଲିସ-ମାଓବାଦୀ ଗୁଳି ବିନିମୟ : ୬ ମାଓବାଦୀ ନିହତ; ସର୍ଚ୍ଚ ଅପରେସନ୍ ଜାରି

ଆନ୍ଧ୍ର-ଓଡିଶା ସୀମାରେ ପୁଲିସ-ମାଓବାଦୀ ଗୁଳି ବିନିମୟ : ୬ ମାଓବାଦୀ ନିହତ; ସର୍ଚ୍ଚ ଅପରେସନ୍ ଜାରି

କନକ ବ୍ୟୁରୋ :  ଆନ୍ଧ୍ର ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ଗୁଳି ବିନିମୟ । ଏହି ଘଟଣାରେ ୬ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ବିଶାଖପାଟନମ୍ ଓ ପୂର୍ବ ଗୋଦାବରୀ ସୀମାରେ ଏନକାଉଂଟର ହୋଇଥିବା ସୁଚନା ମିଳିଛି । ଆନ୍ଧ୍ର ଗ୍ରେହାଉଣ୍ଡ ଓ ମାଓବାଦୀ ମୁହାଁମୁହିଁ । ଏକେ -୪୭, ଏସଏଲଆର ବନ୍ଧୁକ ସମେତ ବିପୁଳ ପରିମାଣର ମାରଣାସ୍ତ୍ର ଓ ଗୁଳି ଗୋଳା ଜବତ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଚାଲିଥିବା ନେଇ ବିଶାଖପାଟଣା ଗ୍ରାମାଂଚଳ ଏସପି ସୁଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe