କନକ ବ୍ୟୁରୋ: ଜାତୀୟ ରାଜପଥରେ ଶୋଇଛି ପୋଲିସ । ଜାତୀୟ ରାଜପଥରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଥିବା ବେଳେ ପେଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ ଶୋଇଥିବାର ଦେଖିବାକୁ ମିଳିଛି । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ଅଧିକାରୀଙ୍କ ଏପରି ମନୋଭାବ ଯୋଗୁ ଏପରି ପରିସ୍ଥିତି ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ବେଆଇନ ପାର୍କିଂ ଉଚ୍ଛେଦ କରିବାକୁ ସାଧାରଣରେ ଦାବି ହୋଇଛି ।
ଜାତୀୟ ରାଜପଥରେ ଶୋଇଛି ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ । ଦେଖନ୍ତୁ ଏନଏଚ କଡର ଏ ଦୃଶ୍ୟକୁ ।
/kanak/media/post_attachments/wp-content/uploads/2023/12/pp.jpg)