କନକ ବ୍ୟୁରୋ : ଗୋରୁ ଚୋରା ଚାଲାଣ ବେଳେ ପୋଲିସର ଫାୟାରିଂ। କେନ୍ଦୁଝର ପଣ୍ଡାପଡ଼ ଥାନା ପିଠାଗୋଳାରେ ବିଳମ୍ବିତ ରାତିରେ ଗୋରୁ ଗାଡ଼ିକୁ ପିଛା କରି ଗୁଳିମାଡ଼ କରିଛି ପୋଲିସ। ଏଥିରେ ଜଣେ ଗୋରୁ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment