ମମିତା ମେହେର ହତ୍ୟା ମାମଲାରେ ପୋଲିସର ଛାନଭିନ୍ । ଗାର୍ଲସ ହଷ୍ଟେଲରେ ପହଞ୍ଚିଲେ ଡିଆଇଜି ଓ ଏସପି ।

ମମିତା ମେହେର ହତ୍ୟା ମାମଲାରେ ପୋଲିସର ଛାନଭିନ୍ । ଗାର୍ଲସ ହଷ୍ଟେଲରେ ପହଞ୍ଚିଲେ ଡିଆଇଜି ଓ ଏସପି ।

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ପୋଲିସର ତନାଘନା । ଅଧିକ ତଦନ୍ତ ପାଇଁ ଗାର୍ଲସ ହଷ୍ଟେଲରେ ପହଞ୍ଚିଛି ପୋଲିସ ଟିମ୍ । ଗାର୍ଲସ ହଷ୍ଟେଲ ଭିତରକୁ ଯାଇ ପୋଲିସ ଟିମ୍ ତଦନ୍ତ କରୁଛି । ଉତ୍ତରାଞ୍ଚଳ ଡିଆଇଜି, ବଲାଙ୍ଗୀର ଏସପି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । କୁହାଯାଉଛି, ଗାର୍ଲସ ହଷ୍ଟେଲ ଭିତରୁ ଗେଷ୍ଟହାଉସକୁ ଗୁପ୍ତ ରାସ୍ତା ରହିଥିଲା । ତେଣୁ ଏହି ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପୋଲିସକୁ ମିଳିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe