କନକ ବ୍ୟୁରୋ: ଯବାନଙ୍କ ଗୁଳିରେ ୩ ମାଓବାଦୀ ମୃତ । ଛତିଶଗଡ କାନକର ଜିଲ୍ଲାର ରାୱଘାଟ ପୋଲିସ ଷ୍ଟେସନ ପରିସରରେ ଥିବା ଶାସ୍ତ୍ରୀ ସୀମା ବାଲ୍ ଠାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ମହିଳାଙ୍କ ସମେତ ତିନି ଜଣ ନକ୍ସଲଙ୍କୁ ନିହତ କରାଯାଇଛି । ନକ୍ସଲଙ୍କ ଗୁଳିରେ ଜଣେ ଯବାନ ଆହାତ ହୋଇଥିିଲେ, ବର୍ତମାନ ସେ ବିପଦମୁକ୍ତ ଥିବା ଜଣାପଡିଛି ।
ଛତିଶଗଡ ରାୱାଘାଟରେ ଯବାନ ଓ ମାଓବାଦୀ ମୁହାଁମୁହିଁ: ଏନକାଉଁଣ୍ଟରରେ ୩ଜଣ ମାଓବାଦୀ ନିପାତ; ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ଗୁଳିଗୋଳା ଜବତ
/kanak/media/post_attachments/wp-content/uploads/2020/11/25-3-1024x576-1.jpg)