କନକ ବ୍ୟୁରୋ : ରାଉରକେଲାରେ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ନୂଆଗାଁ ମଣ୍ଡପ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି । ଚଢାଉ କରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ ଅପରାଧୀ । ଏହା ପରେ ପୋଲିସ ଏନକାଉଣ୍ଟର କରିଥିଲା । ଦୁଇ ଅପରାଧୀ ହେଲେ ମୁସ୍ତାକ ଆଲାମ ଓ ମହମ୍ମଦ ଗୁଡ଼ୁ । ବହୁଚର୍ଚ୍ଚିତ ରେଲୱେ କଲୋନୀ ଗୋରେ ହତ୍ୟାକାଣ୍ଡରେ ଏମାନେ ସଂପୃକ୍ତ ଥିଲେ ।
ରାଉରକେଲାରେ ପୁଲିସର ଏନକାଉଣ୍ଟର । ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ଚଢ଼ାଉ ବେଳେ ପୁଲିସ ଉପରକୁ ଚଳାଇଥିଲେ ଗୁଳି ।
/kanak/media/post_attachments/wp-content/uploads/2021/10/5-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)