କନକ ବ୍ୟୁରୋ: ସମ୍ବଲପୁର ଗସ୍ତରେ ପୋଲିସ ଡିଜି । ଉତ୍ତେଜନା ଭିତରେ ସମ୍ବଲପୁର ଗସ୍ତ କରିଛନ୍ତି, ଡିଜି ସୁନୀଲ ବଂଶଲ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଯାଇଛନ୍ତି ଡିଜି । ତାଙ୍କ ସହ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ଏଡିଜି ସଞ୍ଜିବ ପଣ୍ଡା ଡିଜିଙ୍କ ସହ ସମ୍ବଲପୁର ଯାଇଛନ୍ତି । ସମ୍ବଲପୁରରେ ସେ ସ୍ଥିତିର ସମୀକ୍ଷା କରିବେ । ସେ ହିଭଳି ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବେ ।
ସମ୍ବଲପୁରରେ ପୋଲିସ ଡିଜି। ଉତ୍ତେଜନା ପରର ସ୍ଥିତିର କରିବେ ଅନୁଧ୍ୟାନ।
/kanak/media/post_attachments/wp-content/uploads/2023/04/vlcsnap-2023-04-15-15h14m28s163.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)