କୋରାପୁଟ ଗସ୍ତରେ ପୁଲିସ ଡିଜି : ଦକ୍ଷିଣ-ପଶ୍ଚିମାଂଚଳ ରେଂଜର ୬ଟି ଜିଲ୍ଲା ଏସପିଙ୍କ ସହ କରିବେ ବୈଠକ

ମାଓବାଦୀ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ନୂଆ ରଣନୀତି

33

କନକ ବ୍ୟୁରୋ : କୋରାପୁଟ ଗସ୍ତରେ ପୋଲିସ ଡ଼ିଜି ଅଭୟ । ଆଇନ ଶୃଂଖଳା ଓ ମାଓ ମୁକାବିଲା ନେଇ କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମିକ୍ଷା କରିଛନ୍ତି ପୋଲିସ ଡ଼ିଜି । ଅତିରିକ୍ତ ଡ଼ିଜି ଯଶୋବନ୍ତ ଜେଟୁଆ ଏବଂ ୬ଟିଜିଲ୍ଲାର ଏସପିଙ୍କ ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ପୋଲିସ ଡ଼ିଜି ।