ମଂଚେଶ୍ୱରରେ ମୃଦୁ ପାନୀୟ କମ୍ପାନୀ ଉପରେ ଚଢାଉ : ଅପମିଶ୍ରଣ ଅଭିଯୋଗରେ ପୁଲିସର ରେଡ

Advertisment
ମଂଚେଶ୍ୱରରେ ମୃଦୁ ପାନୀୟ କମ୍ପାନୀ ଉପରେ ଚଢାଉ : ଅପମିଶ୍ରଣ ଅଭିଯୋଗରେ ପୁଲିସର ରେଡ

କନକ ବ୍ୟୁରୋ : ମଂଚେଶ୍ୱର ଶିଳ୍ପାଚଂଳରେ ଥିବା ମୃଦୁ କମ୍ପାନୀ ଉପରେ ପୁଲିସର ରେଡ । ଅପମିଶ୍ରଣ କାରବାର ଚାଲିଥିବା ନେଇ ପୁଲିସ ରେଡ କରିଛି  । ବିଭିନ୍ନ ନାମୀ ବ୍ରାଣ୍ଡର ନାଁକୁ ସାମାନ୍ୟ ପରିବର୍ତନ କରି ବଜାରକୁ ଛାଡୁଥିଲା କମ୍ପାନୀ । ଏନେଇ ଖବର ପାଇବା ପରେ ମଂଚଶ୍ୱର ପୁଲିିସ ପକ୍ଷରୁ ଚଢାଉ କରାଯାଇଛି । ଡିଭାଇନ ଇଂଟରନ୍ୟାସନାଲ ନାଁରେ ଏହି କମ୍ପାନୀ ଅପମିଶ୍ରଣ ମୃଦୁ ପାନୀୟ ବଜାରକୁ ଛାଡୁଥିଲା । ଯାହା ଶରୀର ପାଇଁ ହାନିକାରକ ବୋଲି କହିଛନ୍ତି ଫୁଡ ଇନ୍ସପେକ୍ଟର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe