କନକ ବ୍ୟୁରୋ : ମଂଚେଶ୍ୱର ଶିଳ୍ପାଚଂଳରେ ଥିବା ମୃଦୁ କମ୍ପାନୀ ଉପରେ ପୁଲିସର ରେଡ । ଅପମିଶ୍ରଣ କାରବାର ଚାଲିଥିବା ନେଇ ପୁଲିସ ରେଡ କରିଛି  । ବିଭିନ୍ନ ନାମୀ ବ୍ରାଣ୍ଡର ନାଁକୁ ସାମାନ୍ୟ ପରିବର୍ତନ କରି ବଜାରକୁ ଛାଡୁଥିଲା କମ୍ପାନୀ । ଏନେଇ ଖବର ପାଇବା ପରେ ମଂଚଶ୍ୱର ପୁଲିିସ ପକ୍ଷରୁ ଚଢାଉ କରାଯାଇଛି । ଡିଭାଇନ ଇଂଟରନ୍ୟାସନାଲ ନାଁରେ ଏହି କମ୍ପାନୀ ଅପମିଶ୍ରଣ ମୃଦୁ ପାନୀୟ ବଜାରକୁ ଛାଡୁଥିଲା । ଯାହା ଶରୀର ପାଇଁ ହାନିକାରକ ବୋଲି କହିଛନ୍ତି ଫୁଡ ଇନ୍ସପେକ୍ଟର ।

Advertisment