୩ ପାହାଡି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ କମିଶନରେଟ୍ ପୁଲିସର ବ୍ଲୁ ପ୍ରିଂଟ୍ । ରାଜ୍ୟ ବାହାରେ ଡକାୟତ ସର୍ଦ୍ଦାର ଲୁଚିଥିବା ନେଇ ଗୁଇନ୍ଦା ସୂଚନା

୩ ପାହାଡି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ କମିଶନରେଟ୍ ପୁଲିସର ବ୍ଲୁ ପ୍ରିଂଟ୍ । ରାଜ୍ୟ ବାହାରେ ଡକାୟତ ସର୍ଦ୍ଦାର ଲୁଚିଥିବା ନେଇ ଗୁଇନ୍ଦା ସୂଚନା

କନକ ବ୍ୟୁରୋ : ତିନ ପାହାଡି ଗ୍ୟାଙ୍ଗ୍କୁ ଧରିବା ପାଇଁ ରାଜ୍ୟ ବାହାରେ ରେଡ୍ କରିବ କମିଶନରେଟ୍ ପୋଲିସ । ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ରହିଛି । ଏହାସହ ଗ୍ୟାଙ୍ଗରେ କାମ କରୁଥିବା ସାଇବର ଏକ୍ସପର୍ଟ ମଧ୍ୟ ଏବେବି ବାହାରେ ବୁଲୁଛନ୍ତି । ସେମାନଙ୍କୁ ଧରିବା ପାଇଁ ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଗୁଇନ୍ଦା ତଥ୍ୟ ପାଇବା କ୍ଷଣି ରାଜ୍ୟ ବାହାରକୁ ଯାଇ ଗ୍ୟାଙ୍ଗ ସଦସ୍ୟଙ୍କୁ ଉଠାଇବ ପୋଲିସ । ସେପଟେ ଗିରଫ ୮ ଅଭିଯୁକ୍ତଙ୍କୁ ଏକରୁ ଦୁଇ ଦିନ ଭିତରେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe