ଭୂତ ଛଡ଼ାଇଦେବାକୁ କହି ୬୨ ଲକ୍ଷ ଟଙ୍କାର ଚୁନ ଲଗାଇଲା ତାନ୍ତ୍ରିକ। କଟକ ମଙ୍ଗଳାବାଗ ଅଞ୍ଚଳରୁ ତୈଫିକ ଖାନକୁ ଗିରଫ କଲା ପୋଲିସ ।

Advertisment
ଭୂତ ଛଡ଼ାଇଦେବାକୁ କହି ୬୨ ଲକ୍ଷ ଟଙ୍କାର ଚୁନ ଲଗାଇଲା ତାନ୍ତ୍ରିକ। କଟକ ମଙ୍ଗଳାବାଗ ଅଞ୍ଚଳରୁ ତୈଫିକ ଖାନକୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ଚୂନ ଲଗାଇଦେଲା ତାନ୍ତ୍ରିକ । ଘରେ ଭୂତପ୍ରେତର ପ୍ରଭାବ ଥିବା କହି ୬୨ ଲକ୍ଷ ଟଙ୍କା ଠକେଇ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗରେ କଟକ ମଙ୍ଗଳାବାଗ ଅଂଚଳର କୈଫିକ ଖାନଙ୍କୁ ଗିରଫ କରାଯାଇଛି । ଗୁଣି ଗାରେଡି ଜରିଆରେ ଠକେଇ କରି ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଚୂନ ଲଗାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ନଗଦ ୨ଲକ୍ଷ ୭୬ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe