କନକ ବ୍ୟୁରୋ: ଚୂନ ଲଗାଇଦେଲା ତାନ୍ତ୍ରିକ । ଘରେ ଭୂତପ୍ରେତର ପ୍ରଭାବ ଥିବା କହି ୬୨ ଲକ୍ଷ ଟଙ୍କା ଠକେଇ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗରେ କଟକ ମଙ୍ଗଳାବାଗ ଅଂଚଳର କୈଫିକ ଖାନଙ୍କୁ ଗିରଫ କରାଯାଇଛି । ଗୁଣି ଗାରେଡି ଜରିଆରେ ଠକେଇ କରି ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଚୂନ ଲଗାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ନଗଦ ୨ଲକ୍ଷ ୭୬ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।
ଭୂତ ଛଡ଼ାଇଦେବାକୁ କହି ୬୨ ଲକ୍ଷ ଟଙ୍କାର ଚୁନ ଲଗାଇଲା ତାନ୍ତ୍ରିକ। କଟକ ମଙ୍ଗଳାବାଗ ଅଞ୍ଚଳରୁ ତୈଫିକ ଖାନକୁ ଗିରଫ କଲା ପୋଲିସ ।
/kanak/media/post_attachments/wp-content/uploads/2023/04/10-31.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)