କନକ ବ୍ୟୁରୋ: ପୁରୀ ହଣାକଟା ମାମଲାରେ ୯ ଗିରଫ । ମାର୍କେଟ ଛକରେ ହୋଇଥିବା ହଣାକଟା ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଗିରଫ ୯ ଜଣ ହିଁ ପୂରା ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛି । ଗୋଟିଏ ପକ୍ଷର ୩ ଜଣ ଏବଂ ଏନ୍ୟ ପକ୍ଷର ୬ ଜଣଙ୍କୁ ପୋଲିସ ଗରିଫ କରିଛି । ସମସ୍ତଙ୍କୁ ବର୍ତ୍ତମାନ କୋର୍ଟଚାଲାଣ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି ।
ପୁରୀ ମାର୍କେଟ ଛକ ହଣାକଟା, ୯ ଜଣଙ୍କୁ ଗିରଫ କଲା ପୋଲିସ
/kanak/media/post_attachments/wp-content/uploads/2023/03/11-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)