କନକବ୍ୟୁରୋ: ପୋଖରୀରେ ବୁଡିଯାଇ ୩ଶିଶୁ ମୃତ। କେନ୍ଦୁଝର ଜିଲ୍ଲାର ଅତୁରିକଣା ଦାହି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଏନଜିଓ ଶିକ୍ଷା କେନ୍ଦ୍ରକୁ ଯାଇଥିଲେ ୩ଶିଶୁ। ସେଠାରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ବୁଡ଼ିଯାଇ ୩ଶିଶୁଙ୍କର ମୃତ୍ୟୁ ହୋଇଛି।