ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କୂଆଖାଇ ନଦୀରେ ମିଶୁଛି ଓମଫେଡରୁ ନିର୍ଗତ ଜହର ମିଶା ଜଳ । ବର୍ଷବର୍ଷ ଧରି ବିନା ଟ୍ରିଟମେଂଟ ପ୍ଲାଂଟରେ ଚାଲିଛି କମ୍ପାନି । ବିଭିନ୍ନ ପ୍ରକାର କେମିକାଲ ମିଶା ପାଣି ସିଧାସଳଖ ଛାଡି ଦିଆଯାଉଛି ନଦୀକୁ । ଏସବୁ କେମିକାଲ ଦୁରାରୋଗ୍ୟ କ୍ୟାନସର ସୃଷ୍ଟି କରିପାରେ ହେଲେ ଆଶ୍ଚର୍ଯ୍ୟର କଥା ଏସବୁ ଜାଣିବା ପରେ ବି କେବଳ ନୋଟିସ କରି ଚୁପ ବସିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/07/vlcsnap-2016-07-21-09h14m24s334.png)