କନକ ବ୍ୟୁରୋ: ଛତିଶଗଡରେ ବଡଧରଣର ନକ୍ସଲ ଆକ୍ରମଣ ଘଟଣା । ଆକ୍ରମଣ ଘଟଣାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଯବାନଙ୍କ ବଳିଦାନ ସବୁଦିନ ମନେରହିବ ।

Advertisment

ବୁଧବାର ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଛି । ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ଦାନ୍ତେୱାଡାର ଅରନପୁର ଅଞ୍ଚଳର ଘଟଣା । ୧୦ ଜଣ ଡିଆରଜି ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ଗାଡିକୁ ଲକ୍ଷ୍ୟ କରି ଆଇଇଡି ବିସ୍ଫୋରଣ କରିଥିଲେ ନକ୍ସଲ । ଏବେ ବି ଜାରି ରହିଛି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ।