ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ନୂଆ ଉପଲବ୍ଧି । ଅଗ୍ନି ୫ ମିସାଇଲର ହେଲା ସଫଳ ପରୀକ୍ଷଣ, ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ନୂଆ ଉପଲବ୍ଧି । ଅଗ୍ନି ୫ ମିସାଇଲର ହେଲା ସଫଳ ପରୀକ୍ଷଣ, ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ନୂଆ ଉପଲବ୍ଧି । ଅଗ୍ନି ୫ ମିସାଇଲର ହେଲା ସଫଳ ପରୀକ୍ଷଣ । ବାଲେଷ୍ଟିକ ମିସାଇଲ ପାଖରେ ରହିଛି ୫ହଜାର କିଲୋମିଟର ଯାଏଁ ଲକ୍ଷ୍ୟ ଭେଦର କ୍ଷମତା । ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଡିଆଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe