କନକ ବ୍ୟୁରୋ : ଓଡ଼ିଆରେ ଟ୍ୱିଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜୁ ପଟ୍ଟନାୟକଙ୍କ ୧୦୧ ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଆରେ ଟ୍ୱିଟ୍ କରିଛନ୍ତି ମୋଦି । ଜନ୍ମତିଥିରେ ବିଜୁଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଉତ୍ସର୍ଗୀକୃତ ସେବା ଦ୍ୱାରା ସାମାଜିକ ଜୀବନରେ ଗଭୀର ପ୍ରଭାବ ପକାଇଥିଲେ ବିଜୁବାବୁ ବୋଲି ନରେନ୍ଦ୍ର ମୋଦି ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆ ଟ୍ୱିଟ୍ : ଜନ୍ମତିଥିରେ ବିଜୁଙ୍କୁ ଶ୍ରଦ୍ଧାଂଜଳି ଦେଲେ ମୋଦି
/kanak/media/post_attachments/wp-content/uploads/2017/03/vlcsnap-2017-03-05-11h25m40s014.png)