ଭାରତ ଏବଂ ଭାରତୀୟମାନଙ୍କ ଶାନ୍ତି ଓ ସମୃଦ୍ଧି ମନରେ ପୋଷଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ଦିନ ହୋଲି ଅଭିନନ୍ଦନ ପଠାଇଛନ୍ତି ।
होली के पावन पर्व की सभी देशवासियों को ढेरों शुभकामनाएं। हर्ष और उल्लास का यह त्योहार हमारी एकता और सद्भावना के रंग को और प्रगाढ़ करे। pic.twitter.com/glZ6eQHaoe
— Chowkidar Narendra Modi (@narendramodi) March 21, 2019
ହୋଲି କେମିତି ଏକତାର ରଙ୍ଗରେ ସମଗ୍ର ଦେଶକୁ ରଙ୍ଗାୟିତ କରୁଛି ଗୁରୁତ୍ୱଦେଇ ପ୍ରଧାନମନ୍ତ୍ରୀ ମୋଦି ହୋଲି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସେ ଲେଖିଛନ୍ତି: ପବିତ୍ର ହୋଲି ଅବସରରେ ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଉଛି । ଏଇ ଆନନ୍ଦ ଉତ୍ସବ ଆମ ଏକତା ଓ ସହାନୁଭୂତିର ରଙ୍ଗ ପ୍ରଦର୍ଶନ କରୁଛି ।
Greetings and best wishes to fellow citizens in India and abroad on the auspicious occasion of Holi. The festival of colours, Holi is a celebration of spring and fraternity in our society. May it bring peace, joy and prosperity to everyone’s lives #PresidentKovind
— President of India (@rashtrapatibhvn) March 21, 2019
ଏଇ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଆଣୁ ବୋଲି ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଆଶା କରିଛନ୍ତି । ସେ ଟୁଇଟ୍ କରିଛନ୍ତି: ପବିତ୍ର ହୋଲି ଅବକାଶରେ ଭାରତ ଓ ବିଦେଶରେ ଥିବା ନାଗରିକମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ରଙ୍ଗର ଉତ୍ସବ ହୋଲି ଆମ ସମାଜରେ ବସନ୍ତ ଓ ଭାତୃତ୍ୱର ପାଳନ । ସମସ୍ତଙ୍କ ଜୀବନରେ ଏହା ଶାନ୍ତି, ଆନନ୍ଦ ଓ ସମୃଦ୍ଧି ଆଣୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Holi.jpg)