ଦେବଭୂମି ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ : କେଦାରନାଥଙ୍କ ଦର୍ଶନ ସହ ମୋଦୀଙ୍କ ପୂଜାର୍ଚ୍ଚନା

ଦେବଭୂମି ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ : କେଦାରନାଥଙ୍କ ଦର୍ଶନ ସହ ମୋଦୀଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାବା କେଦାରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ମୋଦୀ । ଭଗାବାନ ଶିବଙ୍କ ରୁଦ୍ରାଭିଷେକ କରିଛନ୍ତି ପ୍ରଧନମନ୍ତ୍ରୀ । ପାଖାପାଖି ୩ ଘଣ୍ଟା କେଦାରନାଥ ଧାମରେ ରହିବେ ପ୍ରଧାନମନ୍ତ୍ରୀ । କେଦାରନାଥ ରୋପ୍ୱେ ପରିଯୋଜନାର ଶିଳାନ୍ୟାସ କରିବେ । ଏହା ପରେ ଶଙ୍କରାଚାର୍ଯ୍ୟଙ୍କ ସମାଧିସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଯାଇ ପୂଜାର୍ଚ୍ଚନା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe