କନକ ବ୍ୟୁରୋ: ସୁଡାନରେ ଅନେକ ଦିନ ଧରି ଜାରି ରହିଥିବା ହିଂସା ଥମିବାର ନା ନେଉନାହିଁ । ହିଂସାରେ ଜଣେ ଭାରତୀୟଙ୍କ ଦେହରେ ବୁଲେଟ ଲାଗିବା ପରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଦାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକାଶ କରିଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀ ଏକ ହାଇଲେଭ ବୈଠକ କରିଛନ୍ତି । ବୈଠକରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ସାମିଲ ହୋଇଥିଲେ ।
PM Narendra Modi chairs a high-level meeting to review the situation related to Indians in Sudan. pic.twitter.com/gkklP9oj0U
— ANI (@ANI) April 21, 2023
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/FuOdpflacAAHXuH.jpg)