କନକ ବ୍ୟୁରୋ : ତାମିଲନାଡୁ ଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଯୋଜନାର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ମୋଟ ୧୭ହଜାର ୩ଶହ କୋଟି ଟଙ୍କାର ଭେଟିଛନ୍ତି ମୋଦୀ ସରକାର । ଦେଶର ପ୍ରଥମ ହାଇଡ୍ରୋଜନ ହବପୋର୍ଟ ଉଦଘାଟନ କରିଛନ୍ତି । ଏହି ସମୟରେ ଡିଏମକେ ଓ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦୀ । ମୋଦୀ କହିଛନ୍ତି ଡିଏମକେ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାମ କରେନି । କେବଳ ବଂଶବାଦ ଉଦ୍ଦେଶ୍ୟରେ ରାଜନୀତି କରେ । ମିଛରେ ବାହାଦୁରୀ ମାରିବା, ଅନ୍ୟକାହା ଅଧିକାର ପ୍ରଂଶସା ଛଡାଇ ନେବାରେ ଦଳ ବେଶ ଧୁରନ୍ଧର । କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ମିଥ୍ୟା ପ୍ରଚାର କରେ । ଦେଶର ବୈଜ୍ଞାନିକମ।।ନଙ୍କ ଅପମାନ କରେ ।
ଜନସଭାରେ ଡିଏମକେ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । କହିଲେ ଇସ୍ରୋ ଓ ଦେଶର ବୈଜ୍ଞାନିକଙ୍କ ଅପମାନ କରେ ଡିଏମକେ
/kanak/media/post_attachments/wp-content/uploads/2024/02/31-15.jpg)